ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁଶାସନ, ବିଜେପିର ନୀତି ଆଦର୍ଶ ଅନୁପ୍ରାଣିତ କରିଛି : ଅରିନ୍ଦମ ରାୟ

ଭୁବନେଶ୍ୱର: ଓଡିଶାବାସୀଙ୍କ ସ୍ୱାର୍ଥକୁ ବିଜେଡି କ୍ରମାଗତ ଉପେକ୍ଷା କରୁଛି। ବିଜୁ ଜନତା ଦଳରେ ନେତା ଓ କର୍ମୀଙ୍କୁ ଅବହେଳା କରାଯାଉଛି। ବିଜେଡିରେ ନେତାଙ୍କୁ ସମ୍ମାନ ଓ ଇଜ୍ଜତ

Read more