ମାଓବାଦୀଙ୍କ ବର୍ବରକାଣ୍ଡ: ଅପହରଣ ପରେ ଉପ ସରପଞ୍ଚଙ୍କ ସମେତ ଜଣେ ଗ୍ରାମବାସୀଙ୍କୁ ପ୍ରଜାକୋର୍ଟରେ କଲେ ହତ୍ୟା

ମାଲକାନଗିରି : ଅପହରଣ ପରେ ନିର୍ମମ ହତ୍ୟା। ଦୁଇ ଗ୍ରାମବାସୀଙ୍କୁ ନିର୍ମମ ଭାବେ ହତ୍ୟା କଲେ ମାଓବାଦୀ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ଘଟିଛି

Read more