ନୀତିକାନ୍ତି ବିଳମ୍ବକୁ ନେଇ ସାଧୁସନ୍ଥଙ୍କ ପ୍ରତିବାଦ

ପୁରୀ: ଗତ ରଥଯାତ୍ରାଠାରୁ ଆରମ୍ଭ କରି ଏପର୍ଯ୍ୟନ୍ତ ଶ୍ରୀଜିଉମାନଙ୍କର ନୀତିକାନ୍ତିରେ ବିଳମ୍ବ ହେଉଛି। ତେଣୁ ବାହୁଡ଼ାଯାତ୍ରା ସମୟରେ ଠିକ୍‌ ସମୟରେ ନୀତିକାନ୍ତ ନହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ

Read more