ବିଚ୍‌ ରାସ୍ତାରେ ଜଳିଲା ବୁଲେଟ୍, ଅଳ୍ପକେ ବର୍ତ୍ତିଗଲେ ଚାଳକ

ଭୁବନେଶ୍ୱର ୨୬।୦୯ : ବିଚ୍‌ ରାସ୍ତାରେ ଜଳିଲା ବୁଲେଟ୍ । ରାଜଧାନୀର ୟୁନିଟ୍-୨ ମାକେର୍ଟ ବିଲ୍ଡିଂ ଅଞ୍ଚଳରେ ହୁତୁହୁତୁ ହୋଇଜଳିଗଲା ବୁଲେଟ୍‌ । ଅଳ୍ପକେ ବର୍ତ୍ତିଗଲେ ଚାଳକ

Read more