ଏଏମ୍‌ଏନ୍‌ଏସ୍‌ ସହ ଚୁକ୍ତି ସ୍ବାକ୍ଷର: ଓଡ଼ିଶାରେ ହେବ ଖୋଖୋ ଏଚ୍‌ପିସି

ଭୁବନେଶ୍ବର: ଓଡ଼ିଶାରେ ହେବ ଖୋଖୋ ଉଚ୍ଚଗୁଣବତ୍ତା କେନ୍ଦ୍ର (ଏଚ୍‌ପିସି)। ଏଥିଲାଗି ଗୁରୁବାର ଆର୍ସେଲର ମିତ୍ତଲ ନିପନ ଷ୍ଟିଲ୍‌ (ଏଏମ୍‌ଏନ୍‌ଏସ୍‌) ଭାରତ ସହ ଓଡ଼ିଶା ସରକାରଙ୍କ ଚୁକ୍ତି ସ୍ବାକ୍ଷରିତ

Read more