ଆମେଥି ଓ ୱାୟନାଡରୁ ଲଢିବେ ରାହୁଲ ଗାନ୍ଧି, ରାୟବରେଲିରୁ ପ୍ରିୟଙ୍କା : ସୂତ୍ର

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଉତ୍ତରପ୍ରଦେଶର ଆମେଥି ଓ କେରଳର ୱାୟନାଡରୁ ଲୋକସଭା ନିର୍ବାଚନ ଲଢ଼ିବେ। ପ୍ରିୟଙ୍କା ଗାନ୍ଧି ଭଦ୍ରା ରାୟବରେଲିରୁ ଲୋକସଭା ନିର୍ବାଚନ ଲଢ଼ିବେ

Read more