ଆଜିଠୁ ଆହୁରି ବଢିବ ବର୍ଷାର ପରିମାଣ

ଆଜିଠୁ ପ୍ରବଳ ବର୍ଷା। ଘନୀଭୂତ ହେଉଛି ଲଘୁଚାପ। ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅ଼ଞ୍ଚଳରେ ସକ୍ରିୟ ଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ବିଶେଷକରି

Read more