ବଡ଼ଦାଣ୍ଡରେ ଭକ୍ତଙ୍କ ପାଇଁ କରାଯିବ ଶୀତତାପ ନିୟନ୍ତ୍ରଣ ବ୍ୟାରିକେଡ

ପୁରୀ ବଡ଼ଦାଣ୍ଡରେ ଟନେଲ ସଦୃଶ ବ୍ୟାରିକେଡ କରାଯିବ। ଶୀତତାପ ନିୟନ୍ତ୍ରଣ ବ୍ୟାରିକେଡ କରାଯିବ। ମରିଚିକୋଟଠାରୁ ଟନେଲ ଭଳି ଶୀତତାପ ନିୟନ୍ତ୍ରଣ ବ୍ୟାରିକେଡରେ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ଭକ୍ତ

Read more