ବିଶ୍ବକପ୍‌ ପାଇଁ ମହଙ୍ଗା ହେଲା ବିମାନ ଯାତ୍ରା, ୪୦ହଜାର ଟପିଲା ଟିକେଟର ଦାମ୍

ଅହମଦାବାଦ : ଅକ୍ଟୋବର-ନଭେମ୍ବରରେ ଭାରତରେ ହେବାକୁ ଥିବା ଆଇସିସି ଦିନିକିଆ ପୁରୁଷ ବିଶ୍ବକପ୍‌ ପାଇଁ ଖେଳସୂଚୀ ଘୋଷଣା ହେବା ପରେ କ୍ରୀଡ଼ାପ୍ରେମୀଙ୍କ ଉତ୍ସାହ ଅହେତୁକ ବୃଦ୍ଧି ପାଇଛି।

Read more