ବିମାନବନ୍ଦରରେ ସମସ୍ତ ଯାତ୍ରୀଙ୍କ ହେବ ଆର୍‌ଟିପିସିଆର୍‌ ଟେଷ୍ଟ

ଆଜିଠୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ କୋଭିଡ୍‌ ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି କରାଯିବ । ବିମାନ ବନ୍ଦର ପହଞ୍ଚୁଥିବା ସବୁ ଯାତ୍ରୀଙ୍କ ଆର୍‌ଟିପିସିଆର ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି ।

Read more