ରାଜଧାନୀରେ ପରାକ୍ରମ ଦେଖାଇଲେ ବାୟୁବୀର, ଏକସଂଗେ ଆକାଶରେ ଗର୍ଜିଲେ ଲଢୁଆ ହକ୍ ବିମାନ

ଭୁବନେଶ୍ୱର ୧୬/୦୯: ଆଜି ରାଜଧାନୀ ଭୁବନେଶ୍ବରରେ ସୂର୍ଯ୍ୟକିରଣ ଏୟାର ସୋ । ବାୟୁସେନା ଦେଖାଇଛି ଦମଦାର ପ୍ରଦର୍ଶନ । କୂଆଖାଈ ବାଲିଯାତ୍ରା ପଡିଆରେ ହୋଇଥିଲା ଏହି ସୂର୍ଯ୍ୟକିରଣ

Read more