SIIMA 2024: ଐଶ୍ୱର୍ଯ୍ୟା ରାୟଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର

ଦୁବାଇରେ ଆୟୋଜିତ ‘SIIMA 2024’ରେ ଛାଇ ଯାଇଛନ୍ତି ବଲିଉଡ୍‌ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ । ‘ପୋନ୍ନିୟିନ୍‌ ସେଲଭନ: II’ରେ ଚମତ୍କାର ଅଭିନୟ ପାଇଁ ଶ୍ରେଷ୍ଠ ଅଭିନେତ୍ରୀର କ୍ରିଟିକ୍ସ

Read more