ଖିଲାଡି କୁମାର କିଣିଲେ ନୂଆ ବିଳାଶପୂର୍ଣ୍ଣ ଫ୍ଲାଟ୍, କୋଟି କୋଟି ଟଙ୍କା ରହିଛି ଏହାର ମୂଲ୍ୟ

ନୂଆଦିଲ୍ଲୀ ୨୪।୦୧ : ବଲିଉଡ ଅଭିନେତା ଅକ୍ଷୟ କୁମାର ଅଭିନୟ ବଳରେ ସବୁ ଆଡେ ଚର୍ଚ୍ଚାରେ ଥାଆନ୍ତି ।  ତାଙ୍କର ଯେକୌଣସି ଫିଲ୍ମ ବକ୍ସ ଅଫିସ୍‌ରେ ଧମାଲ କରିଥାଏ ।

Read more