ଅକ୍ଷୟ ତୃତୀୟା ସ୍ୱର୍ଣ୍ଣଳଙ୍କାର ବେପାରରେ ନୂଆ ରେକର୍ଡ, ଗୋଟିଏ ଦିନରେ ହୋଇଛି ୧୫ ହଜାର କୋଟି ଟଙ୍କାର କାରବାର

ନୂଆଦିଲ୍ଲୀ ୩।୫: କୋଭିଡ ଯୋଗୁ ୨ ବର୍ଷର ମାନ୍ଦାବସ୍ଥା ପରେ ଆଭୂଷଣ ବଜାରରେ ଫେରିଛି ମହାମାରୀ ପୂର୍ବର ଚମକ୍ ।  ମଙ୍ଗଳବାର ଅକ୍ଷୟ ତୃତୀୟା ଗୋଟିଏ ଦିନରେ ସାରା

Read more