ଫାଲକନୁମା ଏକ୍ସପ୍ରେସ ଟ୍ରେନରେ ଲାଗିଲା ନିଆଁ : ଯାତ୍ରୀଙ୍କୁ ସୁରକ୍ଷିତ ସ୍ଥାନାନ୍ତର; ସୁରକ୍ଷିତ ଥିବା ବଗିକୁ ନେଇ ଗଡିଲା ଆଉ ଏକ ଇଞ୍ଜିନ

ହାୱଡ଼ା-ସିକନ୍ଦରାବାଦ ଫାଲକନୁମା ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଛି । ଟ୍ରେନର ୭ନମ୍ବର ବଗି ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ଅନ୍ୟ ବଗି ଗୁଡ଼ିକୁ ନିଆଁ ବ୍ୟାପୁଛି ।

Read more