ବୌଦ୍ଧ ମ୍ୟୁଜିୟମରେ ରଖାଯାଇଥିବା ଟ୍ରେଜେରିରୁ ବାହାରିଲା ପୁଳା ପୁଳା ପୁରୁଣା ଅଳଙ୍କାର

ଟ୍ରେଜେରିରୁ ବାହାରିଲା ପୁଳା ପୁଳା ପୁରୁଣା ଅଳଙ୍କାର । ବୌଦ୍ଧ ମ୍ୟୁଜିୟମରେ ରଖାଯାଇଥିବା ଶତାଧିକ ବର୍ଷର ପୁରୁଣା ଟ୍ରେଜେରିରୁ ବାହାରିଲା ଶହଶହ ବର୍ଷର ପୁରୁଣା ଅଳଙ୍କାର ।

Read more