ଦିଲ୍ଲୀ ଅଲୀପୁରରେ ଗୋଦାମ କାନ୍ଥ ପଡ଼ି ୬ ମୃତ

ନୂଆଦିଲ୍ଲୀ: ଶୁକ୍ରବାର ଦିଲ୍ଲୀରେ ଏକ ବଡ ଧରଣର ଦୁର୍ଘଟଣା ଘଟିଛି । ଅଲୀପୁର ଅଞ୍ଚଳରେ ଏକ ନିର୍ମାଣଧୀନ ଗୋଦାମର କାନ୍ଥ ହଠାତ ପଡିଯିବା ଯୋଗୁଁ ଅନେକଙ୍କ ମୃତ୍ୟୁ

Read more