ସରକାରୀ କଳର ଅପବ୍ୟବହାର ବନ୍ଦ କରିବାକୁ ବିଜେପିର ଦାବି

ଭୁବନେଶ୍ୱର, ତା.୧୪/୧୧: ଡିସେମ୍ବର ୫ ତାରିଖରେ ହେବାକୁ ଥିବା ପଦ୍ମପୁର ଉପନିର୍ବାଚନ ଲାଗି ଆଜି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।

Read more