ବିଶ୍ୱକପ୍‌ ହକି ଉଦ୍‌ଘାଟନ ପାଇଁ ୧୧ ଜାନୁଆରୀରେ ଓଡ଼ିଶାର ସମସ୍ତ ସ୍କୁଲ ଦିନ ୧ଟାରୁ ରହିବ ବନ୍ଦ

ବିଶ୍ୱକପ୍‌ ହକି ୨୦୨୩ ଆସନ୍ତାକାଲ ିଅର୍ଥାତ ୧୧ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଉଦ୍‌ଘାଟିତ ହେବାକୁ ଯାଉଛି । ଏହି ଉତ୍ସବରେ ରାଜ୍ୟର କଳା,ସଂସ୍କୃତି,ଐତିହ୍ୟ ଓ ପରମ୍ପରା

Read more