ଚିକିତ୍ସା ଅବହେଳା ଯୋଗୁ ଶିଶୁ ମୃତ୍ୟୁ ଅଭିଯୋଗ

ଢେଙ୍କାନାଳ : ଡାକ୍ତର ଇଞ୍ଜେକ୍ସନ୍ ଦେଇ ରେଷ୍ଟ୍ ନେବାକୁ କହିଥିଲେ କିଛି ଚିକିତ୍ସା କରିନଥିଲେ । ମୋ ସନ୍ତାନକୁ ହରାଇବା ପଛରେ କେବଳ ଡାକ୍ତର ହିଁ ଦାୟୀ ।

Read more