ଓଟିଇଟି ମୂଲ୍ୟାଙ୍କନକୁ ନେଇ ଗର୍ଜିଲେ ଶିକ୍ଷକ, ମାଧ୍ୟମିକ ଶିକ୍ଷା ପରିଷଦ ଅଫିସ ସମ୍ମୁଖରେ ଧାରଣା

ସ୍ପେଶାଲ ଓଟିଇଟି ପରୀକ୍ଷା ମୂଲ୍ୟାଙ୍କନରେ ତ୍ରୁଟି ଅଭିଯୋଗ ହୋଇଛି। ରି ଚେକିଂ ଦାବିରେ ବୋର୍ଡ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଶତାଧିକ ଶିକ୍ଷକ ଓ ଶିକ୍ଷୟତ୍ରୀ

Read more