କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଜାଲିଆତି ଅଭିଯୋଗ: ବିନା ଫଳାଫଳରେ ନିଯୁକ୍ତି ଦିଆଯାଉଥିବା ଅଭିଯୋଗ ଆଣିଲେ ଆଶାୟୀ ପ୍ରାର୍ଥୀ

କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲାରେ ବଡ଼ ଦୁର୍ନୀତି ଅଭିଯୋଗ ଆଣିଲେ ଆଶାୟୀ ଶିକ୍ଷକ ପ୍ରାର୍ଥୀ । ରେଜଲ୍ଟ ବାହାର ନ କରି ମେରିଟ ଲିଷ୍ଟ ବାହାର କରିଦେଲେ

Read more