ମେଣ୍ଟକୁ ନେଇ କେବେ ଦୂର ହେବ ସସପେନ୍ସ? ଅମିତ ଶାହା ଓ ଭି.କେ ପାଣ୍ଡିଆନଙ୍କ ବୟାନ ପରେ ଦ୍ୱନ୍ଦ୍ୱରେ ନେତା ଓ କର୍ମୀ । ଚୂଡ଼ାନ୍ତ ଘୋଷଣାକୁ ଅପେକ୍ଷା

ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ହେବ କି ନାହିଁ? ଯଦି ହେବ କେଉଁ ଦଳ କେତେ ଆସନରେ ଲଢ଼ିବେ? କେଉଁଠୁ ବିଜେଡି ପ୍ରାର୍ଥୀ ଲଢ଼ିବେ, କେଉଁଠୁ ବିଜେପି ପ୍ରାର୍ଥୀ

Read more