ବୁମରାଙ୍କ ଘାତକ ବୋଲିଂରେ ଧରାଶାୟୀ ଇଂଲଣ୍ଡ, ୧୧୦ ରନରେ ଅଲଆଉଟ୍

ଲଣ୍ଡନ:  ଯଶପ୍ରୀତ ବୁମରାଙ୍କ ଘାତକ ବୋଲିଂରେ ଇଂଲଣ୍ଡ ଧରାଶାୟୀ। ଲଣ୍ଡନର କେନିଙ୍ଗଟନ ଓଭାଲରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଘରୋଇ ଇଂଲଣ୍ଡ ୨୫.୨ ଓଭରରେ ୧୧୦ ରନରେ ଅଲଆଉଟ୍  ହୋଇଛି।

Read more