ନବରଙ୍ଗପୁରର ଅଲୋଡ଼ା ରେକର୍ଡ: ବାଲ୍ୟବିବାହ, ନିରକ୍ଷରତା ଓ ନିଶାରେ ୧ ନମ୍ବର

ନବରଙ୍ଗପୁର: ବାଲ୍ୟବିବାହ, ନିରକ୍ଷରତା ଓ ନିଶାସେବନରେ ଓଡ଼ିଶାରେ ଏକ ନମ୍ବର। ଏହି ସବୁ କ୍ଷେତ୍ରରେ ରାଜ୍ୟ ତାଲିକାର ଶୀର୍ଷରେ ରହି ଅଲୋଡ଼ା ରେକର୍ଡ ହାସଲ କରିଛି ନବରଙ୍ଗପୁର

Read more