ଆର୍‌ଜେଡି ଅଧ୍ୟକ୍ଷ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ଲାଲୁ ପ୍ରସାଦ ଯାଦବ

ପାଟନା: ପୁଣିଥରେ ଆର୍‌ଡେଜି ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ଲାଲୁ ପ୍ରସାଦ ଯାଦବ। ଦଳୀୟ ନେତାମାନେ ରବିବାର ତାଙ୍କୁ ପାର୍ଟି ଅଧ୍ୟକ୍ଷ ଭାବେ ନିର୍ବାଚିତ କରିଛନ୍ତି। ଏହାକୁ

Read more