ଜିଲାପି ଖାଇଲେ କେଉଁ ରୋଗ କରେ ଭଲ ପଢନ୍ତୁ…

ଜିଲାପି ଆମ ଦେଶର ପାରମ୍ପରିକ ମିଠା । ଯାହାର ସେବନ ଉତ୍ତର ଭାରତରେ ସାଧାରଣତଃ କରାଯାଇଥାଏ । କିନ୍ତୁ ଭାରତୀୟ ମିଠା ମଧ୍ୟରୁ ଜିଲାପି ଅନ୍ୟତମ ।

Read more