ଆମାଜନରେ ଛଟେଇ, ୧୦ ହଜାର କର୍ମଚାରୀଙ୍କୁ ବାହାର କରିବା ନେଇ ପ୍ଲାନ୍

ନୂଆଦିଲ୍ଲୀ: ମିଲେନିୟମ୍ କମ୍ପାନୀମାନଙ୍କରେ ଜାରି ରହିଛି କର୍ମଚାରୀ ଛଟେଇ ପର୍ବ । ଟ୍ବିଟର, ମେଟା ପରେ ଏହି କଷ୍ଟ କିଟିଂ ଧାଡ଼ିରେ ଯୋଡ଼ି ହୋଇଛି ଅନ୍‌ଲାଇନ ମାର୍କେଟିଂ

Read more