ଆଜି ଆସୁଛନ୍ତି ଅମିତ ଶାହ: ଲୋକସେବା ଭବନରେ ନବୀନଙ୍କ ସହ ବସିବେ

ଭୁବନେଶ୍ବର: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କାଲି (ଶୁକ୍ରବାର) ଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଶୁକ୍ରବାର ରାତି ୧୦ଟା ୪୦ରେ ସେ ଭୁବନେଶ୍ୱରରେ ପହଞ୍ଚିବେ।

Read more