ଡାକ୍ତରଖାନାରେ ଭର୍ତ୍ତି ହେଲେ ଅମିତାଭ ବଚ୍ଚନଙ୍କ ଶାଶୂ; ‘ପେସ୍‌ମେକର୍‌’ ଲାଗାଇବାକୁ କରାଯିବ ଅସ୍ତ୍ରୋପଚାର

ମୁମ୍ବାଇ: ସ୍ବନାମଧନ୍ୟା ଅଭିନେତ୍ରୀ ଜୟା ବଚ୍ଚନ ମାଆ ଓ ମେଗାଷ୍ଟାର୍‌ ଅମିତାଭ ବଚ୍ଚନଙ୍କ ଶାଶୂ ଇନ୍ଦିରା ଭାଦୁଡ଼ୀଙ୍କୁ ବୁଧବାର ଦିନ ମୁମ୍ବାଇସ୍ଥିତ ହିନ୍ଦୁଜା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

Read more