ବିଗ୍-ବିଙ୍କ କୋଭିଡ-୧୯ ରିପୋର୍ଟ ଆସିଲା ନେଗେଟିଭ, ଫେରିଲେ କେବିସି ସୁଟିଂକୁ

ମୁମ୍ବାଇ ୨।୯: ଅମିତାଭ ବଚ୍ଚନ ୯ ଦିନ ଆଇସୋଲେସନରେ ବିତେଇବା ପରେ ଶେଷରେ କାମକୁ ଫେରିଛନ୍ତି। ୭୯ ବର୍ଷ ବୟଷ୍କ ଅଭିନେତା ଦ୍ୱିତୀୟବାର କୋଭିଡରେ ଆକ୍ରାନ୍ତ ହୋଇଥିଲେ।

Read more