ଉଦ୍ଧାର ହେଲେ ସ୍ବାମୀଙ୍କ ପ୍ରତି ବିଶ୍ବସ୍ତତା ପ୍ରମାଣ ଦେବାକୁ ଗରମ ତେଲରେ ହାତ ବୁଡ଼ାଇବାକୁ ଯାଉଥିବା ମହିଳା

ପୁତଲାପଟ୍ଟୁ: ଠିକଣା ସମୟରେ ସରକାରୀ ଅଧିକାରୀମାନେ ହସ୍ତକ୍ଷେପ କରିବାରୁ ସ୍ବାମୀଙ୍କ ପ୍ରତି ବିଶ୍ବସ୍ତତା ପ୍ରମାଣ ଦେବାକୁ ଗରମ ତେଲରେ ହାତ ବୁଡ଼ାଇବାକୁ ବାଧ୍ୟ କରାଯାଇଥିବା ଆନ୍ଧ୍ରପ୍ରଦେଶର ପୁତଲାପଟ୍ଟୁ

Read more