ବିକ୍ରି ହେଉଛି ଅନିଲ ଅମ୍ବାନୀଙ୍କ ଋଣରେ ବୁଡିଥିବା ଏହି କମ୍ପାନି, କିଣିବା ପାଇଁ ଦୌଡରେ ୪ ଫାର୍ମ
ନୂଆଦିଲ୍ଲୀ: ଅନିଲ ଅମ୍ବାନୀଙ୍କ ଋଣରେ ବୁଡିଥିବା ରିଲାଏନ୍ସ କ୍ୟାପିଟାଲ୍ ଲିମିଟେଡ୍(ଆରସିଏଲ)ର ଅଧିଗ୍ରହଣ ପାଇଁ ୪ କମ୍ପାନୀ ରୁଚି ଦେଖାଇଛନ୍ତି। ଏହି ଚାରି କମ୍ପାନି ହେଉଛି ଇଣ୍ଡସଇଣ୍ଡ ବ୍ୟାଙ୍କ, ଆମେରିକୀ
Read more