ଜାତୀୟ ଟେଲିଭିଜନରେ ସ୍ବାମୀଙ୍କୁ ଗୋଇଠା ମାରି ଟ୍ରୋଲ୍‌ ହେଲେ ଅଙ୍କିତା ଲୋଖଣ୍ଡେ: ସଂସ୍କାର ଭୁଲିଲ କି ବୋଲି ପ୍ରଶ୍ନ କଲେ ସମାଲୋଚକ

ନୂଆଦିଲ୍ଲୀ: ‘ବିଗ୍ ବସ୍ ୧୭’ରେ ଅଙ୍କିତା ଲୋଖଣ୍ଡେ ଏବଂ ତାଙ୍କ ସ୍ୱାମୀ ଭିକି ଜୈନଙ୍କ କଳି ଏକ ସାଧାରଣ କଥା ପାଲଟିଗଲାଣି। ଦିନକୁ ଦିନ ଏହି ଦାମ୍ପତ୍ୟ କଳହ

Read more