ସଂସଦରେ ହଙ୍ଗାମା : ଅଧୀର ରଞ୍ଜନ ଚୌଧୁରୀଙ୍କ ସମେତ ଏକାଧିକ ବିରୋଧୀ ସାଂସଦଙ୍କୁ ନିଲମ୍ବିତ କଲେ ବାଚସ୍ପତି

ଲୋକସଭାରେ ହଙ୍ଗାମା କାରଣରୁ ବିରୋଧୀ ଦଳର ୩୩ ସାଂସଦଙ୍କୁ ସସପେଣ୍ଡ କରିଛନ୍ତି ବାଚସ୍ପତି ଓମ ବିର୍ଲା । ଶୀତକାଳୀନ ଅଧିବେଶନରେ ଏମାନେ ଆଉ ଗୃହକାର୍ଯ୍ୟରେ ଅଂଶଗ୍ରହଣ କରିପାରିବେ

Read more