ବର୍ଷା- ଅନୁଭବ ପାରିବାରିକ ବିବାଦ : ପୁଣି ମଧ୍ୟସ୍ଥତା ବିଫଳ, ମାମଲାର ଶୁଣାଣି କରିବାକୁ କୋର୍ଟରେ ଅନୁଭବ କରିଥିଲେ ଆବେଦନ

କଟକ ପରିବାର ଅଦାଲତରେ ବର୍ଷା ଅନୁଭବ ପାରିବାରିକ ବିବାଦ ମାମଲାର ଶେଷ ହେଲା ମଧ୍ୟସ୍ଥତା । ପରିବାର ଅଦାଲତ ବିଚାରପତି ପୁଣି ମଧ୍ୟସ୍ଥତା ପାଇଁ ଉଦ୍ୟମ କରିଥିଲେ

Read more