ବିଜେପିରେ ଯୋଗଦେବା ପରେ ଅଭିନେତା ଅନୁଭବ ମହାନ୍ତିଙ୍କ ଭିନ୍ନ ଅବତାର: ଗାଇଲେ ହନୁମାନ ଚାଳିଶା

ଭୁବନେଶ୍ବର: ବିଜେପିରେ ଯୋଗଦେବା ପରେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ଭିନ୍ନ ଅବତାର ସାମ୍ନାକୁ ଆସିଛି। ହନୁମାନ ଜୟନ୍ତୀ ପୂର୍ବରୁ ସେ ଗାଇଛନ୍ତି ହନୁମାନ ଚାଳିଶା।

Read more