ଓଡ଼ିଶାରେ ଗରିବ ଲୋକଙ୍କ ବିକାଶ ପାଇଁ ମୋଦି ସରକାର ସମର୍ପିତ : ଅନୁରାଗ ଠାକୁର

ଭୁବନେଶ୍ୱର,ତା.୦୩/୧୦: ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାସନକୁ ଆସିବା ପରେ ଓଡ଼ିଶାକୁ ବେଶ୍ ଗୁରୁତ୍ୱ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଯାହା କୁହନ୍ତି ତାହା କରି ଦେଖାନ୍ତି

Read more