ହକି ବିଶ୍ୱକପ ପୂର୍ବରୁ ରାଉରକେଲା ବିମାନବନ୍ଦରରୁ ମିଳିଲା ଗୁଳି: ଯାତ୍ରୀଙ୍କ ବ୍ୟାଗରୁ ଜବତ ହେଲା ୬ଟି ଅଫୁଟା ଗୁଳି

ହକି ବିଶ୍ୱକପ ପୂର୍ବରୁ ରାଉରକେଲା ବିମାନବନ୍ଦରରୁ ମିଳିଲା ଗୁଳି । ଜଣେ ଯାତ୍ରୀଙ୍କ ବ୍ୟାଗରୁ ଜବତ ହୋଇଛି ୬ଟି ଅଫୁଟା ଗୁଳି । ସିକ୍ୟୁରିଟି ସ୍କାନର ଜରିଆରେ

Read more