କଳା ଜରିରେ କଳା ବେପାର, ଅସାଧୁ ସେଓ ବ୍ୟବସାୟୀଙ୍କୁ ବାନ୍ଧିଲା କମିଶନରେଟ ପୋଲିସ

ଭଲ ପଇସା ଖରାପ ଜିନିଷ। ବାଦାମବାଡ଼ି ବସଷ୍ଟାଣ୍ଡ ପରିସରରେ କମିଶନରେଟ ପୋଲିସର ବଡ଼ ଧରଣର ରେଡ଼। ବାଦାମବାଡ଼ି ଥାନାର ରେଡ଼। ନିମ୍ନ ମାନର ଫଳ ବିକ୍ରି ଅଭିଯୋଗ।

Read more