ଅର୍ଚ୍ଚନା ଅଡ଼ୁଆ ସୂତାରୁ ଖିଅ ଖୋଜୁଛି ଇଡି, ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ବାଇଁଙ୍କୁ ସମନ

ଭୁବନେଶ୍ୱର,୨୯/୧୧: ଅର୍ଚ୍ଚନା ନାଗ ବ୍ଲାକମେଲିଂ ଓ ଅର୍ଥ ହେରଫେର ମାମଲାରେ ତଦନ୍ତ ଜୋରଦାର ହୋଇଛି । ମଙ୍ଗଳବାର ଇଡିରେ ହାଜର ହୋଇପାରନ୍ତି ବିଲ୍ଡର ପ୍ରମୋଦ ସ୍ବାଇଁ ।

Read more