ପୁଣି ଜେଲ୍‌ରେ ରହିବେ ଅର୍ଚ୍ଚନା, ଜାମିନ୍‌ ଆବେଦନ ଖାରଜ କଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ

ଅର୍ଚ୍ଚନା ନାଗଙ୍କ ଜାମିନ୍‌ ଆବେଦନ ଖାରଜ। ଜାମିନ୍‌ ଆବେଦନ ଖାରଜ କଲ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ । ଗତ ଶୁକ୍ରବାର ଜାମିନ୍‌ ଆବେଦନ କରିଥିଲେ ଅର୍ଚ୍ଚନା ନାଗ୍‌।

Read more