ଅର୍ଚ୍ଚନାଙ୍କ ସହ ଜଗବନ୍ଧୁ ଓ ଖଗେଶ୍ୱରଙ୍କ ସମ୍ପତି ବାଜ୍ୟାପ୍ତ ନେଇ ପ୍ରକ୍ରିୟା ଆରମ୍ଭ

ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ବାଜ୍ୟାପ୍ତ ହେବ ସମ୍ପତି । ଅର୍ଚ୍ଚନା ନାଗ, ଜଗବନ୍ଧୁ ଚାନ୍ଦ ଓ ଖଗେଶ୍ୱରର ସମ୍ପତି ବାଜ୍ୟାପ୍ତି ନେଇ ପ୍ରକ୍ରୀୟା ଆରମ୍ଭ ହୋଇଛି

Read more