ଅର୍ଚ୍ଚନା ନାଗଙ୍କୁ ମିଳିଛି ହତ୍ୟା ଧମକ: କହିଲେ- ମୁଁ ସତ୍ ରେ ଅଛି, ଡରିବା ଅପେକ୍ଷା ମରିବାକୁ ପସନ୍ଦ କରେ

ଜେଲରୁ ଫେରିବା ପରେ ଅସୁରକ୍ଷିତ ଥିବା କହିଲେ ଅର୍ଚ୍ଚନା ନାଗ। ଆଇନ ପରୀକ୍ଷା ଦେବାକୁ ଆସିବା ବେଳେ ତାଙ୍କୁ ଦୁଇ ଜଣ ଲୋକ ପିଛା କରିଥିବା କହିଛନ୍ତି

Read more