କ୍ରିକେଟର ମହମ୍ମଦ ସାମୀଙ୍କ ସମେତ ୨୬ଜଣଙ୍କୁ ଅର୍ଜୁନ ପୁରସ୍କାର

ଅର୍ଜୁନ ପୁରସ୍କାର ପାଇଲେ ଭାରତୀୟ କ୍ରିକେଟର ମହମ୍ମଦ ସାମି । ରାଷ୍ଟ୍ରପତି ଭବନରେ ଆୟୋଜିତ ଜାତୀୟ କ୍ରୀଡା ପୁରସ୍କାର ପ୍ରଦାନ ଉତ୍ସବରେ ତାଙ୍କୁ ସମ୍ମାନିତ କରାଯାଇଛି ।

Read more