ଗଞ୍ଜେଇ ସହ ନମ୍ବର ବିହୀନ କାର୍‌, ୩୦ ହଜାର ଜବତ

କୋରାପୁଟ: ଆନ୍ଧ୍ରପ୍ରଦେଶରୁ କୋରାପୁଟ ଦେଇ ମହାରାଷ୍ଟ୍ର ଚାଲାଣ ବେଳେ ୯୫କିଲୋ ଗଞ୍ଜେଇ ସହ ନମ୍ବର ବିହୀନ କାର୍‌ ଓ ନଗଦ ୩୦ ହଜାର ଟଙ୍କା ଜବତ ହୋଇଛି।

Read more