ପୁଣି ନିରାଶ ହେଲେ ଗିରଫ ଆଇନଜୀବୀ, ମିଳିଲାନି ଜାମିନ

ପୁଣି ନିରାଶ ହେଲେ ସମ୍ବଳପୁରର ଗିରଫ ଆଇନଜୀବୀ। ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଗିରଫ ହୋଇଥିବା ଏହି ଆଇନଜୀବୀଙ୍କ ଜାମିନ ଆବେଦନକୁ ପୁଣି ଖାରଜ ଦେଇଛନ୍ତି

Read more