ବାଥୁଡ଼ି ଓ ସାନ୍ତାଳମାନଙ୍କର କଳା ଓ କଳାବସ୍ତୁ ପ୍ରଦର୍ଶନୀ ଉଦ୍‌ଘାଟିତ, ଆଜିଠାରୁ ଫେବୃଆରୀ ୩ ଯାଏଁ ଚାଲିବ

ଆଜି ପୂର୍ବାହ୍ନରେ ସ୍ଥାନୀୟ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ତଥା ପ୍ରଶିକ୍ଷଣ ପ୍ରତିଷ୍ଠାନର ସାନ୍ତାଳ ଘର ପ୍ରାଙ୍ଗଣ ଓ ଜୁଆଙ୍ଗ ମଣ୍ଡଘରଠାରେ ଓଡ଼ିଶାର ଦୁଇଗୋଟି

Read more