ଜଗଦ୍ଦୀଶ ଓ ଜୟନ୍ତଙ୍କୁ ‘ଇଲା-ବଂଶୀଧର ପଣ୍ଡା’ କଳା ସମ୍ମାନ

ଭୁବନେଶ୍ୱର ୭।୯:  କଳା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ନିମନ୍ତେ ଇମ୍ଫା ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ-୨୦୨୧ ଘୋଷଣା ହୋଇଛି। ବରିଷ୍ଠ ଚିତ୍ରକର ଜଗଦ୍ଦୀଶ ଚନ୍ଦ୍ର

Read more