ଅନ୍ୟ ଦଳରୁ ଆସିଥିବା ଅରୁନ୍ଧତି-ଦିଲ୍ଲୀପ-ରାଜେନ୍ଦ୍ରଙ୍କ ଉପରେ ଭରସା କଲା ବିଜେଡ଼ି: ମହିଳା ପ୍ରାର୍ଥୀଙ୍କ ସଂଖ୍ୟା ୨୮ ଛୁଇଁଲା

ଭୁବନେଶ୍ବର: ବିଜେଡ଼ିର ପଞ୍ଚମ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ତାଲିକାରେ ୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଘୋଷଣା କରାଯାଇଥିବା ତାଲିକାରେ ଚିତ୍ରକୋଣ୍ଡା ବିଧାନସଭା ଆସନରୁ

Read more